Oriya

  ORIYA
ଲିଫେ  ଗୋଏସ୍  ଫସଟ୍ !  ଭେରେ  ଦୋ  ୟୌ  ଗୋ  ଅଫତେର୍  ଦେଅଥ୍ ? ଦୋ  ନୋଟ  ଲୋସେ  ହୋପେ !

Mark 14
61 କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲେନାହିଁ।
62 ଯୀଶୁ ଉତ୍ତର ଦେଲେ, "ହଁ ମୁଁ ପରମେଶ୍ବରଙ୍କ ପୁତ୍ର। ଏବଂ ଭବିଷ୍ଯତରେ ତୁମ୍ଭେ ମନୁଷ୍ଯପୁତ୍ରଙ୍କୁ ସେହି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ବର୍ଗର ମେଘମାଳା ମଧ୍ଯରେ ଆସୁଥିବାର ଦେଖିବ।" 


Luke 4
40. ସୂର୍ୟ୍ଯ ଅସ୍ତ େହାଇଯିବା ପେର େଲାକମାେନ େସମାନଙ୍କର େରାଗୀ େଲାକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିେଲ। େସମାନଙ୍କଠା େର ବିଭିନ୍ନ ପ୍ରକାରର େରାଗ ଥିଲା। ଯୀଶୁ ନିଜ ହାତ େରାଗୀମାନଙ୍କ ଉପେର ରଖି େସମାନଙ୍କୁ ସୁସ୍ଥ କରି େଦେଲ। 
41. ଆଉ ମଧ୍ଯ େସମାନଙ୍କ ମଧିଅେର ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାେନ ବାହାରି ଆସିେଲ। ଦୁଷ୍ଟାତ୍ମାମାେନ ଚିତ୍କାର କରୁ ଥିେଲ, "ତୁମ୍େଭ ପରେମଶ୍ବରଙ୍କର ପୁତ୍ର।" କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କେଠାର ଆଜ୍ଞା େଦେଲ। କାରଣ େସହି ଦୁଷ୍ଟାତ୍ମାମାେନ ଜାଣିଥିେଲ େଯ ଯୀଶୁ େହଉଛନ୍ତି ସ୍ବଯଂ ଖ୍ରୀଷ୍ଟ।

Matthew 28
18. ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, "ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆ ଯାଇଛି।

Luke 9
18. ଥେର ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିେଲ। ତାହାଙ୍କ ଶିଷ୍ଯମାେନ ଏକାଠି ମିଳି େସହିସ୍ଥାନକୁ ଆସିେଲ। ଯୀଶୁ େସମାନଙ୍କୁ ପଚାରିେଲ, "ମୁଁ କିଏ େବାଲି େଲାେକ କ'ଣ ସବୁ କହୁଛନ୍ତି?"    
19. େସମାେନ ଉତ୍ତର େଦେଲ, " େକେତକ କହୁଛନ୍ତି େଯ ଆପଣ ବାପ୍ତିଜକ େଯାହନ। େକେତକ କହୁଛନ୍ତି େଯ ଆପଣ ଏଲିୟ। ଏବଂ ଅନ୍ୟ େକେତକ କହୁଛନ୍ତି େଯ ଆପଣ କାଳ ପୂର୍ବେ ଥିବା ଭବିଷ୍ଯଦ୍ବକ୍ତାମାନଙ୍କ ମଧ୍ଯରୁ ପୁନର୍ବାର ବଞ୍ଚି ଉଠିଥିବା େକୗଣସି ଏକ ଭବିଷ୍ଯଦ୍ବକ୍ତା।"    
20. ଯୀଶୁ େସମାନଙ୍କୁ କହିେଲ, "ମୁଁ କିଏ େବାଲି ତୁମ୍େଭମାେନ କ'ଣ କହୁଛ?"    
21. କିନ୍ତୁ ଯୀଶୁ ଏ ବିଷୟ େର କାହାକୁ ନକହିବା ପାଇଁ ଚେତାବନୀ େଦଇ େସମାନଙ୍କୁ କହିେଲ,    
22. "ଏ କଥା ସତ୍ଯ େଯ ମନୁଷ୍ଯପୁତ୍ର ଅନେକ ଯାତନା ନିଶ୍ଚୟ େଭାଗ କରିେବ। ପ୍ରାଚୀନ ଯିହୂଦୀ େନତା, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାେନ ତାହାଙ୍କୁ ଅସ୍ବୀକାର କରିେବ। ମନୁଷ୍ଯ ପୁତ୍ରଙ୍କୁ ମାରି େଦେବ। କିନ୍ତୁ ତିନିଦିନ ପେର େସ ପୁଣି ମୃତ୍ଯୁରୁ ପୁନରୁଥିତ େହେବ।"

John 14
29. ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡିକ ବର୍ତ୍ତମାନ ଜଣାଇେଦଲି, େଯପରି ଏସବୁ ଘଟିଲା େବେଳ ତୁମ୍େଭ ବିଶ୍ବାସ କରିବ।












  http://ge.tt/8xaiFmB   Bible - GOD's Word  - for eternal life - ORIYA (download)




  http://ge.tt/8KlgWjB   Bible - GOD's Word  - for eternal life - ORIYA (download)


Bible - GOD's Word - for eternal life - ORIYA - AUDIO - MP3 (download)
http://www.4shared.com/rar/290ksbRe/Oriya_-_Audio_MP3.html







John 10
27. େମା ସ୍ବର େମା େମଷମାେନ ଶୁଣନ୍ତି। ମୁଁ େସମାନଙ୍କୁ ଜାେଣ ଓ େସମାେନ େମାେତ ଅନୁସରଣ କରନ୍ତି।  
28. ମୁଁ ନିଜ େମଷମାନଙ୍କୁ ଅନନ୍ତ ଜୀବନ ଦିଏ। େସମାେନ କଦାପି ମରିେବ ନାହିଁ। େସମାନଙ୍କୁ େମା ହାତରୁ େକହି ଛଡେଇ େନଇ ପାରିେବ ନାହିଁ।  
29. େମା ପରମପିତା େମାେତ େମାର େମଷମାନଙ୍କୁ େଦଇଛନ୍ତି। େସ ସମସ୍ତଙ୍କଠାରୁ ମହାନ୍। େମା' ପରମପିତାଙ୍କ ହାତରୁ େକୗଣସି େଲାକ େମା େମଷ େଚାରି କରିପାରିବ ନାହିଁ।  
30. ପରମପିତା ଓ ମୁଁ ଏକ।"
31. ୟିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ।
32. କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, "ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ସାରିଛି। ତୁମ୍ଭେ ସେସବୁ ଦେଖିଛ। ତେବେ କେଉଁ ଭଲ କାର୍ୟ୍ଯ ହେତୁ ତୁମ୍ଭେ ମୋତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ?"
33. ୟିହୂଦୀମାନେ ଉତ୍ତର ଦେଲେ, "ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥରରେ ମାରି ଦେବାପାଇଁ ଚାହୁଁଛୁ।" 




Luke 5
20. େସହି େଲାକମାନଙ୍କର ବିଶ୍ବାସ େଦଖି ଯୀଶୁ େସହି େରାଗୀଟିକୁ କହିେଲ, "ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।"    
21. ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାେନ ଭାବିବାକୁ ଲାଗିେଲ, "ଏ େଲାକ କିଏ? ଏ ପରେମଶ୍ବରଙ୍କୁ ଅପମାନ କରୁଛି। କେବଳ ପରେମଶ୍ବର ପାପ କ୍ଷମା କରିପାରନ୍ତି?"    
22. କିନ୍ତୁ ଯୀଶୁ ଜାଣପାରିେଲ େଯ େସମାେନ କ'ଣ ଭାବୁଛନ୍ତି। େସ କହିେଲ, "ତୁମ୍େଭମାେନ ମନ ଭିତ େର ଏଭଳି ବିଚାର କାହିଁକି ଆଣୁଛ?    
23. କଅଣ କହିବା ସରଳ? ପକ୍ଷାଘାତ ରୋଗୀଟିକୁ କହିବା େଯ 'ତୁମ୍ଭ ପାପ କ୍ଷମା କରି ଦିଆଗଲା' ନା ଏକଥା କହିବା େଯ ଉଠ ଓ ଚାଲ?'    
24. ମୁଁ କିନ୍ତୁ ତୁମ୍ଭମାନଙ୍କୁ େଦଖାଇ େଦବି େଯ, ମନୁଷ୍ଯପୁତ୍ରଙ୍କର ପାପ କ୍ଷମା କରିବାର ଶକ୍ତି ଅଛି।" େତଣୁ େସ ପକ୍ଷାଘାତ େରାଗୀଟିକୁ କହିେଲ, "ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।"

25. େସ ତତ୍କ୍ଷଣାତ୍ େସମାନଙ୍କ ସାମନା େର ଉଠି ଠିଆ େହଲା। େଯଉଁ ବିଛଣା ଉପେର େସ େଶାଇ ଥିଲା, ତାହା ଧରି ପରେମଶ୍ବରଙ୍କ ସ୍ତୁତିଗାନ କରି ନିଜ ଘରକୁ ଚାଲିଗଲା।


John 11
39. ଯୀଶୁ କହିେଲ, "ଏ ପଥରକୁ ଘୁଞ୍ଚାଇ ଦିଅ।"    
40.  ଯୀଶୁ ତାହାଙ୍କୁ କହିେଲ, "ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମେନପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍େଭ ବିଶ୍ବାସ କରିବ େତେବ ପରେମଶ୍ବରଙ୍କର େଗୗରବ େଦଖି ପାରିବ।"    
41. େତଣୁ େସମାେନ ପଥର ବାହାର କେଲ। ତା'ପେର ଯୀଶୁ ଉର୍ଦ୍ଧ୍ବକୁ ଚାହିଁ କହିେଲ, " େହ ପରମପିତା, ତୁମ୍ଭକୁ ଧନ୍ଯବାଦ େଦଉଅଛି, କାରଣ ତୁମ୍େଭ େମା କଥା ଶୁଣିଛ।    
42. ମୁଁ ଜାେଣ େଯ, ତୁମ୍େଭ ସବୁେବେଳ େମା କଥା ଶୁଣ। ମାତ୍ର ତୁମ୍େଭ େମାେତ ପଠାଇଛ େବାଲି ଏଠା େର ଠିଆ େହାଇଥିବା େଲାକମାେନ େଯପରି ବିଶ୍ବାସ କରିେବ , େସଥିପାଇଁ ମୁଁ ଏହା କହିଲି।"    
43 ଏହା ପେର ଯୀଶୁ ଉଚ୍ଚ ସ୍ବର େର ଡାକିେଲ, "ଲାଜାର, ବାହାରି ଆସ।"    
44. ମୃତ େଲାକଟି ବାହାରି ଆସିଲା। ତାହାଙ୍କର ହାତ େଗାଡ େର ଖଣ୍ଡ ଖଣ୍ଡ କନା ଗୁଡେଇ େହାଇଥିଲା। ତାହାଙ୍କ ମୁହଁ େର େଗାଟିଏ ରୁମାଲ ବନ୍ଧା େହାଇଥିଲା। ଯୀଶୁ େଲାକମାନଙ୍କୁ କହିେଲ, "କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।"    
45. େସଠାେର ମରିୟମଙ୍କୁ େଦଖା କରିବା ନିମନ୍େତ ଅନେକ ଯିହୂଦୀ ଆସିଥିେଲ। େସମାେନ ସମସ୍େତ ଯୀଶୁଙ୍କର କାର୍ୟ୍ଯ େଦଖିେଲ। େସମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ବାସ କେଲ।


John 3
16. ହଁ, ପରେମଶ୍ବର ଏ ପୃଥିବୀକୁ ଏେତ ପ୍ େରମ କେଲ େଯ େସ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କେଲ। ପରେମଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କେଲ େଯପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ େହେବ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇେବ।    
17. ପରେମଶ୍ବର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇେଲ। େସ ତାହାଙ୍କୁ ଜଗତର ବିଚାର କରିବା ପାଇଁ ପଠାଇ ନଥିେଲ। ମାତ୍ର ଏହି ଜଗତ େଯପରି ତାହାଙ୍କ ପୁତ୍ରଙ୍କ ଦ୍ବାରା ଉଦ୍ଧାର ପାଇବ, େସଥିପାଇଁ େସ ତାହାଙ୍କୁ ପଠାଇଥିେଲ।    
18. ପରେମଶ୍ବରଙ୍କ ପୁତ୍ରଙ୍କଠା େର ବିଶ୍ବାସ ରଖୁଥିବା େଲାକ େକେବ ବିଚାରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠା େର ବିଶ୍ବାସ ନ କରୁଥିବା େଲାକ ବିଚାରିତ େହାଇସାରିଛି। କାରଣ େସ ପରେମଶ୍ବରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ବାସ କଲାନାହିଁ।



Hebrews 9
27. ପ୍ରତ୍ଯକେ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଚାର ହୁଏ।


John 6
47. ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି େକୗଣସି ବ୍ଯକ୍ତି ବିଶ୍ବାସ କେର େତେବ େସ ଅନନ୍ତ ଜୀବନ ଲାଭ କେର।


John 8
24. ମୁଁ ତୁମ୍ଭକୁ କହିଥିଲି େଯ ତୁମ୍େଭ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ େଯ େସହି ବ୍ଯକ୍ତି ତୁମ୍େଭ ଏହା ବିଶ୍ବାସ ନ କେଲ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍େଭ ମରିବ।"    



1. John 4
10. ଆମ୍େଭମାେନ େଯ ପରେମଶ୍ବରଙ୍କୁ ପ୍ େରମ କଲୁ, ତାହା ନୁେହଁ, ମାତ୍ର େସ ଆମ୍ଭମାନଙ୍କୁ ପ୍ େରମ କେଲ, ଏହା େହଉଛି ପ୍ରକୃତ ପ୍ େରମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ବରୂପ କରି ପଠାଇେଲ

Acts 10
42. ଯୀଶୁ ଆମ୍ଭମାନଙ୍କୁ େଲାକମାନଙ୍କ ପାଖ େର ସୁସମାଚ଼ାର ପ୍ରଚ଼ାର କରିବାପାଇଁ ଆେଦଶ େଦେଲ। ପୁଣି ଜୀବିତ ଓ ମୃତମାନଙ୍କର ବିଚ଼ାରକ େହବା ନିମନ୍େତ କେବଳ ଏକମାତ୍ର େସ େଯ ନିୟୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ଯ େଦବାପାଇଁ ମଧ୍ଯ କହିେଲ।    
43. େଯ େକହି ଯୀଶୁଙ୍କଠା େର ବିଶ୍ବାସ କରିବ, େସ ପାପକ୍ଷମା ପାଇବ। ପରେମଶ୍ବର ଯୀଶୁଙ୍କ ନାମ େର େସହି ବ୍ଯକ୍ତିର ସମସ୍ତ ପାପ କ୍ଷମା କରି େଦେବ। ସମସ୍ତ ଭାବବାଦୀଙ୍କ ଦ୍ବାରା କଥିତ ଏହି ବାକ୍ଯ ନିରାଟ ସତ୍ଯ ଅେଟ।"


John 14
6. ଯୀଶୁ ଉତ୍ତର େଦେଲ, "ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ େହଉଛି ଏକମାତ୍ର ପଥ।



INDIA - Oryia, Hindi, Bangla, Punjabi, Nepali...etc   AUDIO
http://www.radio882.com/download_oriya.htm

Luke 24
33. ତା'ପେର େସମାେନ ଉଠି ପଡିେଲ ଓ ୟିରୁଶାଲମକୁ େଫରିଗେଲ। ୟିରୁଶାଲମ େର େସମାେନ ଯୀଶୁଙ୍କ ଶିଷ୍ଯଗଣ ଓ ଏଗାର ଜଣ ପ୍ େରରିତଙ୍କୁ ଏକତ୍ରୀତ େହାଇଥିବାର େଦଖିେଲ।    
34. ପ୍ େରରିତ ଓ ଅନ୍ୟ ଶିଷ୍ଯମାେନ କହୁଥିେଲ, "ପ୍ରକୃତ େର, ପ୍ରଭୁ ମୃତ୍ଯୁରୁ ଜୀବିତ ଉଠିଛନ୍ତି। େସ ଶିେମାନଙ୍କୁ େଦଖା େଦଇଛନ୍ତି।"    
35. ତା'ପେର ଏହି ଦୁଇଜଣ େଲାକ ରାସ୍ତା େର ଯାହାସବୁ ଘଟିଥିଲା, େସ ସମସ୍ତ େସମାନଙ୍କ ଆଗ େର ବର୍ଣ୍ଣନା କେଲ। େସମାେନ କହିେଲ, ଯୀଶୁ େରାଟୀ ବାଣ୍ଟିବା ସମୟେର େସମାେନ କିପରି ଯୀଶୁଙ୍କୁ ଚିହ୍ନିପାରିେଲ।    
36. ଏହି ଦୁଇଜଣ େଲାକ ଏହି ସବୁ କଥା ବର୍ଣ୍ଣନା କରୁଥିବା ସମୟେର ନିେଜ ଯୀଶୁ ଶିଷ୍ଯଦଳଙ୍କ ଭିତ େର ଠିଆ େହାଇଥିେଲ। ଯୀଶୁ େସମାନଙ୍କୁ କହିେଲ, "ତୁମ୍ଭମାନଙ୍କ ପ୍ରତି ଶାନ୍ତି େହଉ।"    
37. ଏଥି େର ଶିଷ୍ଯମାେନ ଆଶ୍ଚର୍ୟ୍ଯ େହାଇଗେଲ। େସମାେନ ଡରିଗେଲ। େସମାେନ ଭାବିେଲ େଯ, େସମାେନ େଗାଟିଏ ଭୂତ େଦଖୁଛନ୍ତି।    
38. କିନ୍ତୁ ଯୀଶୁ କହିେଲ, "ତୁମ୍େଭମାେନ କାହିଁକି ବ୍ଯସ୍ତ େହାଇ ପଡୁଛ? ଯାହା େଦଖୁଛ, େସଥିେଲ କାହିଁକି ସନ୍ଦେହ କରୁଛ?    
39. େମା ହାତକୁ ଚାହଁ। େମା େଗାଡକୁ ଚାହଁ। ଏହା ମୁଁ! େମାେତ ଛୁଅଁ, ତୁମ୍େଭମାେନ େଦଖ େଯ େମାର ଏହା ଜୀବନ୍ତ ଶରୀର। ତୁମ୍େଭମାେନ େମାେତ େଯପରି େଦଖୁଛ, େଗାଟିଏ ଭୂତର େସ ଭଳି ଶରୀର େହାଇ ପାରିବ ନାହିଁ।    
40. ଯୀଶୁ େସମାନଙ୍କୁ ଏହି କଥା କହି ସାରିବା ପେର େସ େସମାନଙ୍କୁ ତାହାଙ୍କ ହାତ ଓ ଗୋଡର ଆଘାତ ସବୁ େଦଖାଇେଲ।    
41. ଶିଷ୍ଯମାେନ ବିସ୍ମିତ େହାଇଗେଲ। େସମାେନ ଯୀଶୁଙ୍କୁ ଶରୀର େର େଦଖି ବହୁତ ଖୁସି େହାଇଗେଲ। ତଥାପି େସମାେନ ଯାହା େଦଖିେଲ, ତାହା ବିଶ୍ବାସ କରି ପାରିେଲ ନାହିଁ। ଯୀଶୁ େସମାନଙ୍କୁ କହିେଲ, "ତୁମ୍ଭମାନଙ୍କ ପାଖ େର କିଛି ଖାଇବା ପଦାର୍ଥ ଅଛି କି?"    
42. େସମାେନ ଯୀଶୁଙ୍କୁ ଖଣ୍େଡ ରନ୍ଧା ମାଛ େଦେଲ।    
43. ଶିଷ୍ଯମାେନ େଦଖୁଥିବା େବେଳ ଯୀଶୁ ମାଛ େନଇ ଖାଇେଲ।    
44. ଯୀଶୁ େସମାନଙ୍କୁ କହିେଲ, "ତୁମ୍ଭମାନଙ୍କ ପାଖ େର ମୁଁ ଥିବା ବେଳର କଥା ମେନ ପକାଅ। ମୁଁ କହିଥିଲି େଯ େମାଶାଙ୍କ ନିୟମ େର, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକେର ଓ ଗୀତସଂହିତା େର େମା ବିଷୟ େର ଯାହା ସବୁ ଲେଖା ଯାଇଛି, େସଗୁଡିକ ନିଶ୍ଚୟ ଘଟିବ।"    
45. ତା'ପେର ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇେଲ। ତାହାଙ୍କ ବିଷୟ େର ଯାହା ସବୁ ଲେଖା ଯାଇଥିଲା, ଯୀଶୁ େସମାନଙ୍କୁ ସବୁ ବୁଝାଇେଲ।    
46. ଯୀଶୁ େସମାନଙ୍କୁ କହିେଲ, "ଖ୍ରୀଷ୍ଟଙ୍କୁ ମାରି ଦିଆୟିବା ଓ ମୃତ୍ଯୁରୁ ତିନିଦିନ ପେର ପୁଣି େସ ବଞ୍ଚି ଉଠିବା କଥା ଲେଖା ଅଛି।    
47. ତୁମ୍େଭମାେନ ଏସବୁ ଘଟଣା ଘଟିବାର େଦଖିଲ। ତୁମ୍େଭମାେନ ତା'ର ସାକ୍ଷୀ। ତୁମ୍େଭମାେନ େଲାକମାନଙ୍କ ପାଖକୁ ଯାଇ କୁହ । େଯ େସମାନଙ୍କର ପାପ ଗୁଡିକୁ କ୍ଷମା କରାଯାଇ ପାରିବ। େସମାନଙ୍କୁ କୁହ େଯ, େସମାେନ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି େସମାେନ ଏହା କରିେବ, େତେବ ପରେମଶ୍ବର େସମାନଙ୍କୁ କ୍ଷମା କରି େଦେବ। ତୁମ୍େଭମାେନ ୟିରୁଶାଲମରୁ ଆରମ୍ଭ କରିବ ଓ େମା ନାମ େର ଏଗୁଡିକ ପ୍ରଚାର କରିବ। ଏହି ସୁସମାଚାର ଓ ପୃଥିବୀ େର ନିଶ୍ଚୟ ସମସ୍ତଙ୍କୁ ଶୁେଣଇ ଦିଆୟିବ।

48 49. ଶୁଣ! େମାର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି େଦଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ବର୍ଗରୁ େସହି ଶକ୍ତି ନପାଇବା ପର୍ୟ୍ଯନ୍ତ ତୁମ୍େଭମାେନ ନିଶ୍ଚୟ ୟିରୁଶାଲମ େର ରହିବ।"
50.  ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ୟିରୁଶାଲମରୁ ବେଥନିଆକୁ କଢାଇ େନଇଗେଲ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ଯମାନଙ୍କୁ ଆଶୀର୍ବାଦ କେଲ।
51.  ଯୀଶୁ େସମାନଙ୍କୁ ଆଶୀର୍ବାଦ କରୁଥିବା ସମୟେର େସ ଶିଷ୍ଯମାନଙ୍କ ପାଖରୁ ଅଲଗା େହାଇଗେଲ ଓ ତାହାଙ୍କୁ ସ୍ବର୍ଗକୁ ନିଆଗଲା।
52.  ଶିଷ୍ଯମାେନ େସଠାେର ତାହାଙ୍କୁ ଆରାଧନା କେଲ। ତା'ପେର େସମାେନ ୟିରୁଶାଲମକୁ େଫରିଗେଲ। େସମାେନ ବହୁତ ଖୁସି ଥିେଲ।
53.  େସମାେନ ସବୁ ସମୟେର ମନ୍ଦିର େର ରହି ପରେମଶ୍ବରଙ୍କ ସ୍ତୁତି କରୁଥିେଲ।




Revelation 21
8. କିନ୍ତୁ େଯଉଁ େଲାକମାେନ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ େସମାେନ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ େର ସ୍ଥାନ ପାଇେବ। ଏହା ଦ୍ବିତୀୟ ମୃତ୍ଯୁ।

Matthew 5
11. "ତୁମ୍େଭମାେନ େମାର ଅନୁଗାମୀ େହାଇଥିବା େୟାଗୁଁ େଲାେକ ତୁମ୍ଭମାନଙ୍କୁ ଅପମାନ େଦେବ, ତୁମ୍ଭମାନଙ୍କୁ ଯାତନା େଦେବ ଓ ତୁମ୍ଭମାନଙ୍କ ବିରୁଦ୍ଧ େର ମିଛ େର ନାନା କଥା କହିେବ। କିନ୍ତୁ ତୁମ୍େଭମାେନ ଧନ୍ଯ।
12. େତଣୁ ଖୁସି େହାଇ ଆନନ୍ଦ କର। କାରଣ ସ୍ବର୍ଗ େର ତୁମ୍େଭମାେନ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ େଲାକମାେନ ଏହି ଭଳି ଯାତନା େଦଇଥିେଲ।

John 20
31. କିନ୍ତୁ ଏହି ପୁସ୍ତକେର ଏହି ସବୁ ଲେଖା େହାଇଛି େଯପରି ତୁମ୍େଭ ବିଶ୍ବାସ କରିବ େଯ ଯୀଶୁ େହଉଛନ୍ତି ଖ୍ରୀଷ୍ଟ ଓ ପରେମଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍େଭମାେନ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ େହବ, ଏଥିନିମନ୍େତ ଏ ସମସ୍ତ ଲେଖାଯାଇଛି।

John 1
14. େସହି ବାକ୍ଯ ମନୁଷ୍ଯ େହେଲ ଓ ଆମ୍ଭମାନଙ୍କ ସହିତ ବାସ କେଲ। ଆମ୍େଭ ତାହାଙ୍କର ମହିମା େଦଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। େସହି ବାକ୍ଯ ଅନୁଗ୍ରହ ଓ ସତ୍ଯ େର ପରିପୂର୍ଣ୍ଣ ଥିେଲ।

Genesis 1
26. ଏହାପେର ପରେମଶ୍ବର କହିେଲ, "ଆମ୍େଭମାେନ ଆପଣା ପ୍ରତିମୂର୍ତ୍ତୀ େର ଓ ଆପଣା ସାଦୃଶ୍ଯ େର ମନୁଷ୍ଯର ନିର୍ମାଣ କରୁ। େସମାେନ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିେର ଗମନଶୀଳ ସବୁ ଉେରାଗାମୀ ଜନ୍ତୁ ଉପେର କତ୍ତୁର୍ତ୍ବ କରିେବ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପେର ଗମନ କରୁଥିଲା।"

Psalms 94
11. ସଦାପ୍ରଭୁ ଜାଣନ୍ତି େଲାକମାନଙ୍କର ଚିନ୍ତାଧାରା ଅସାର ମାତ୍ର। 






 Got Forgiveness?


କ୍ଷମା ପ୍ରାପ୍ତ ହୋଇଛନ୍ତି କି ? ମୁଁ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି କରିବି ?


ପ୍ରଶ୍ନ: କ୍ଷମା ପ୍ରାପ୍ତ ହୋଇଛନ୍ତି କି ? ମୁଁ କିପରି ଭାବରେ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି କରିବି ?

ଉତ୍ତର: ପ୍ରେରିତ ୧୩:୩୮ କୁହେ, "ଅତଏବ, ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ବାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଛି" |

କ୍ଷମା ପ୍ରାପ୍ତି କ’ଣ ଅଟେ ଏବଂ ମୁଁ ତାହା କାହିଁକି ଆବଶ୍ୟକ କରିଥାଏ ?

କ୍ଷମା ଶବ୍ଦର ଅର୍ଥ ହେଉଛି, ସିଲଟକୁ ପୋଛି ସଫା କରିବା, ଆଇନ୍ଗତ ପରିଣାମରୁ ମୁକ୍ତ କରିବା, ଗୋଟିଏ ବାକି ରଦ୍ଦ କରିବା | ଯେତେବେଳେ ଆମେ କାହା ପ୍ରତି କିଛି ଭୁଲ କରେ, ସମ୍ପର୍କକୁ ପୁନର୍ଗଠନ କରିବା ପାଇଁ ଆମେ ତା’ଠାରୁ କ୍ଷମା ଭିକ୍ଷା କରିଥାଏ | କ୍ଷମା ଦାନ କରାଯାଏ ନାହିଁ କାରଣ ଜଣେ ଲୋକ କ୍ଷମା ପାଇବା ପାଇଁ ଯୋଗ୍ୟ ଅଟେ | କେହି ହେଲେ କ୍ଷମା ପାଇବା ପାଇଁ ଯୋଗ୍ୟ ଅଟନ୍ତି ନାହିଁ | କ୍ଷମା ପ୍ରେମ, ଦୟା ଓ ଅନୁଦାନର ଗୋଟିଏ କାର୍ଯ୍ୟ ଅଟେ | କ୍ଷମା ହେଉଛି ଏକ ନିଷ୍ପତ୍ତି ଯାହା ଅନ୍ୟ ଲୋକ ବିରୁଦ୍ଧରେ କିଛି ଧରି ରଖେ ନାହିଁ, ସେ ଆପଣଙ୍କ ପ୍ରତି ଯାହା କରିଥା’ନ୍ତୁ ନା କାହିଁକି |
ବାଇବଲ ଆମକୁ କୁହେ ଯେ, ଆମେ ସମସ୍ତେ ଈଶ୍ବରଙ୍କଠାରୁ କ୍ଷମା ଆବଶ୍ୟକ କରିଥାଉ | ଆମେ ସମସ୍ତେ ପାପ କରିଅଛୁ | ଉପଦେଶକ ୭:୨୦ କୁହେ ଯେ, " ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ" | ୧ ଯୋହନ ୧:୮ କୁହେ, "ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କ୍ଠାରେ ସତ୍ୟ ନାହିଁ" | ସମସ୍ତ ପାପ, ସର୍ବଶେଷରେ, ଈଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ ଅଟେ (ହିତୋପଦେଶ ୫୧:୪) | ପରିଣାମ ସ୍ବରୂପ, ଆମେ ହତାଶ ହୋଇ ଈଶ୍ବରଙ୍କଠାରୁ କ୍ଷମା ଭିକ୍ଷା କରିଥାଉ | ଯଦି ଆମ ପାପଗୁଡ଼ିକ କ୍ଷମା ଯୋଗ୍ୟ ନୁହେଁ, ତେବେ ଆମେ ଆମ ପାପର ପରିଣାମ ସ୍ବରୂପ ଅନନ୍ତ କାଳ ପର୍ଯ୍ୟନ୍ତ ଦୁର୍ଦଶା ଭୋଗୁଥିବା |

କ୍ଷମା ପ୍ରାପ୍ତି – ମୁଁ ଏହାକୁ କିପରି ଭାବରେ ପାଇପାରିବି ?

ଭାଗ୍ୟକୁ, ଈଶ୍ବର ହେଉଛନ୍ତି ସ୍ନେହୀ ଏବଂ ଦୟାଳୁ – ଆମ ପାପର କ୍ଷମା ଦେବା ପାଇଁ ସେ ବହୁତ ଇଚ୍ଛୁକ ଅଟନ୍ତି | ୨ ପିତର ୩:୯ ଆମକୁ କୁହେ, "…କିନ୍ତୁ ଯେପରି କେହି ବିନିଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି" | ଈଶ୍ବର ଆମକୁ କ୍ଷମା କରିଦେବା ପାଇଁ ଇଚ୍ଛା କରନ୍ତି, ତେଣୁ ଆମର କ୍ଷମା ପ୍ରାପ୍ତି ନିମନ୍ତେ ସେ ଯୋଗାଡ଼ କରିଦେଇଛନ୍ତି |
ଆମର ପାପ ନିମନ୍ତେ ଏକ ମାତ୍ର ଶସ୍ତି ହେଉଛି ମୃତ୍ୟୁ | ରୋମୀୟ ୬:୨୩ର ପ୍ରଥମାର୍ଧ କୁହେ ଯେ, "କାରଣ ପାପର ବେତନ ମୃତ୍ୟୁ…" | ଅନନ୍ତ ମୃତ୍ୟୁ ଯାହା ଆମେ ଆମର ପାପର ନିମନ୍ତେ ରୋଜଗାର କରିଛେ | ଈଶ୍ବର, ତାଙ୍କର ସଠିକ ଯୋଜନାରେ, ଜଣେ ମାନବ ହୋଇଛନ୍ତି – ଯୀଶୁ ଖ୍ରୀଷ୍ଟ (ଯୋହନ ୧:୧, ୧୪) | ଯୀଶୁ କୃଶରେ ମୃତ୍ୟୁଭୋଗ କଲେ, ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜେ ଗ୍ରହଣ କରି – ମୃତ୍ୟୁ | ୨ କରିନ୍ଥୀୟ ୫:୨୧ ଆମକୁ ଶିକ୍ଷା ଦିଏ ଯେ, "ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପସ୍ବରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ବାରା ଈଶ୍ବରଙ୍କର ଧାର୍ମିକତା ସ୍ବରୂପ ହେଉ" | ଯୀଶୁ କୃଶରେ ମୃତ୍ୟୁଭୋଗ କଲେ, ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜେ ଗ୍ରହଣ କରି | ଈଶ୍ବର ଭାବରେ, ଯୀଶୁଙ୍କ ମୃତ୍ୟୁ, ସମଗ୍ର ବିଶ୍ବର ପାପ ପାଇଁ କ୍ଷମା ପ୍ରାପ୍ତି ଯୋଗାଇଥିଲା | ୧ ଯୋହନ ୨:୨ କୁହେ ଯେ, "ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ବରୂପ ଅଟନ୍ତି" | ପାପ ଏବଂ ମୃତ୍ୟୁ ଉପରେ ତାଙ୍କର ବିଜୟ ଘୋଷଣା କରି, ଯୀଶୁ ମୃତ୍ୟୁରୁ ଉତ୍ଥିତ ହୁଅନ୍ତି (୧ କରିନ୍ଥୀୟ ୧୫:୧, ୨୮) | ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ମାଧ୍ୟମରେ, ଈଶ୍ବରଙ୍କର ଗୁଣଗାନ କରନ୍ତୁ | ରୋମୀୟ ୬:୨୩ର ଦ୍ବିତୀୟ ଭାଗ ସତ୍ୟ ଅଟେ, "…କିନ୍ତୁ ଈଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ" |
ଆପଣ ଆପଣଙ୍କ ପାପଗୁଡ଼ିକର କ୍ଷମା ଚାହୁଁଛନ୍ତି କି ? ଆପଣଙ୍କୁ ଅବିରତ ଭାବରେ ଏହା ଅନୁଭବ ହେଉଛି କି ଯେ ଆପଣ ଆପଣଙ୍କ ଅପରାଧରୁ ଆଉ ବାହାରି ପାରିବେ ନାହିଁ ? ଆପଣଙ୍କର ପାପଗୁଡ଼ିକର କ୍ଷମା ପ୍ରାପ୍ତି ଉପଲବ୍ଧ ଅଛି, ଯଦି ଆପଣ ଆପଣଙ୍କର ତ୍ରାଣକର୍ତ୍ତା ଭାବରେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ କରିବେ | ଏଫିସୀୟ ୧:୭ କୁହେ, "ତାହାଙ୍କ ଅନୁଗ୍ରହ ରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ବାରା ମୁକ୍ତି, ଅର୍ଥାତ୍, ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ" | ଯୀଶୁ ଆମ ପାଇଁ ଆମର ବାକି ସବୁ ପରିଶୋଧ କରିସାରିଛନ୍ତି, ଯେଉଁଥିରୁ ଆମେ କ୍ଷମା ପ୍ରାପ୍ତ ହୋଇପାରିବା | ଆପଣଙ୍କୁ କେବଳ ଏହା କରିବାକୁ ହେବ ଯେ, ଆପଣଙ୍କର ପାପ ପାଇଁ ଯୀଶୁ ପାଉଣା ପରିଶୋଧ ରୂପରେ ମୃତ୍ୟୁ ବରଣ କରିଛନ୍ତି, ଏହି କଥାକୁ ବିଶ୍ବାସ କରି, ଆପଣ ଈଶ୍ବରଙ୍କଠାରୁ କ୍ଷମା ଭିକ୍ଷା କରିବେ ଏବଂ ସେ ଆପଣଙ୍କୁ କ୍ଷମା କରିଦେବେ | ଯୋହନ ୩:୧୬ – ୧୭ ରେ ଏହି ସୁନ୍ଦର ବାର୍ତ୍ତାଟି ରହିଅଛି, "କାରନ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁପ୍ତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ | ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ବାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ" |


କ୍ଷମା ପ୍ରାପ୍ତି ଏହା କ’ଣ ପ୍ରକୃତରେ ଏତେ ସହଜ ?

ହଁ, ଏହା ସେତିକି ସହଜ | ଆପଣ ଈଶ୍ବରଙ୍କରୁ କ୍ଷମା ପ୍ରାପ୍ତି ଆମଦନୀ କରିପାରିବେ ନାହିଁ | ଈଶ୍ବରଙ୍କଠାରୁ ଆପଣଙ୍କର କ୍ଷମା ପ୍ରାପ୍ତି ପାଇଁ ଆପଣ ପାଉଣା ଦେଇ ପାରିବେ ନାହିଁ | ଆପଣ ତାହାକୁ କେବଳ ଈଶ୍ବରଙ୍କ ଅନୁଗ୍ରହ ଓ ଦୟା ମାଧ୍ୟମରେ, ବିଶ୍ବାସ ଦ୍ବାର ହିଁ ଗ୍ରହଣ କରିପାରିବେ | ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ଏବଂ ଈଶ୍ବରଙ୍କଠାରୁ କ୍ଷମା ପ୍ରାପ୍ତି, ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ଏଇ ନିଅନ୍ତୁ ଗୋଟିଏ ପ୍ରାର୍ଥନା ଯାହା ଆପଣ କରିପାରିବେ | ଏହି ପ୍ରାର୍ଥନା କିମ୍ବା ଅନ୍ୟ କୌଣସି ପ୍ରାର୍ଥନା ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ | କେବଳ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ ହିଁ ଆପଣଙ୍କୁ ପାପର କ୍ଷମା ପ୍ରାପ୍ତି କରାଇ ପାରିବ | ଈଶ୍ବରଙ୍କଠାରେ ଆପଣଙ୍କର ବିଶ୍ବାସର ଅଭିବ୍ୟକ୍ତ ଏବଂ ଆପଣଙ୍କର ପରିତ୍ରାଣ ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପ୍ରାର୍ଥନା ଏକ ସାଧାରଣ ମାର୍ଗ ମାତ୍ର |
"ହେ ଈଶ୍ବର ! ମୁଁ ଜାଣେ ଯେ ମୁଁ ଆପଣଙ୍କୁ ବିରୁଦ୍ଧରେ ପାପ କରିଅଛି ଓ ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ | କିନ୍ତୁ ମୁଁ ଯେଉଁ ଦଣ୍ଡ ପାଇବାର ଥିଲା ତାହା ଯୀଶୁ ଖ୍ରୀଷ୍ଟ ନେଇଯାଇଛନ୍ତି | ତେଣୁକରି, ତାଙ୍କଠାରେ ଥିବା ମୋର ବିଶ୍ବାସ କାରଣରୁ ମୁଁ କ୍ଷମା ପ୍ରାପ୍ତ ହେବି | ମୋର ପରିତ୍ରାଣ ପାଇଁ ମୁଁ ଆପଣଙ୍କଠାରେ ମୋର ବିଶ୍ବାସ ସ୍ଥାପନ କରିଛି | ଆପଣଙ୍କର ସୁନ୍ଦର ଅନୁଗ୍ରହ ଓ କ୍ଷମାଶୀଳତା ପାଇଁ, ଯାହା ଅନନ୍ତ ଜୀବନର ଉପହାର ଅଟେ, ଆପଣଙ୍କୁ ଧନ୍ୟବାଦ ! ଆମେନ୍" !

ପରିତ୍ରାଣର ଯୋଜନା/ମାର୍ଗ କ’ଣ ଅଟେ ?

ପ୍ରଶ୍ନ: ପରିତ୍ରାଣର ଯୋଜନା/ମାର୍ଗ କ’ଣ ଅଟେ ?

ଉତ୍ତର: ଆପଣଙ୍କୁ ଭୋକ ଲାଗୁଛି କି ? ଶାରୀରିକ ଭୋକ ନୁହେଁ, କିନ୍ତୁ ଆପଣଙ୍କର ଜୀବନରୁ ଆହୁରି କିଛି ଅଧିକ ପାଇବାର ଭୋକ ଅଛି କି ? ଆପଣଙ୍କ ଭିତରେ ଏପରି କିଛି ଅଛି କି, ଯିଏ କେବେ ବି ସନ୍ତୁଷ୍ଟ ହୁଏ ନାହିଁ ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ସେଥିରେ ଯୀଶୁ ସେମାନଙ୍କୁ କହିଲେ, "ମୁଁ ସେହି ଜୀବନଦାୟକ ଆହାର; ଯେ ମୋ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ’ଠାରେ ବିଶ୍ବାସ କରେ, ସେ କଦାପି ତୃଷିତ ହେବ ନାହିଁ" (ଯୋହନ ୬:୩୫) |

ଆପଣ ବିଚଳିତ କି ? ଆପଣ ଜୀବନରେ ଆଦୌ ରାସ୍ତା କିମ୍ବା ଉଦ୍ଯେଶ୍ୟ ପାଇପାରୁ ନାହାନ୍ତି କି ? କେହି ଜଣେ ଆଲୁଅ ବନ୍ଦ କରିଦେଇଛି ଏବଂ ଆପଣ ସୁଇଚ ପାଉନାହାନ୍ତି, ଏପରି ଲାଗୁଛି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ "ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ" (ଯୋହନ ୮:୧୨) |

ଜୀବନରେ ଆପଣ ବନ୍ଧି ହେବା ପରି ଅନୁଭବ କରୁଛନ୍ତି କି ? ଆପଣ ବହୁତ ଦ୍ବାର ଖୋଲିବାକୁ ଚେଷ୍ଟା କରିଛନ୍ତି, କେବଳ ଏହା ଜାଣିବା ପାଇଁ ଯେ ସେଗୁଡ଼ିକ ପଛରେ କ’ଣ ଅଛି, ସେଗୁଡ଼ିକ ଖାଲି ଏବଂ ଅର୍ଥହୀନ ଅଟେ କି ? ଆପଣ ଗୋଟିଏ ପରିପୂର୍ଣ ଜୀବନରେ ପ୍ରବେଶ କରିବାକୁ ଚହୁଁଛନ୍ତି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ କହିଲେ, "ମୁଁ ଦ୍ବାର, ଯଦି କେହି ମୋ’ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରାପାଇବ" (ଯୋହନ ୧୦:୯) |

ଅନ୍ୟ ଲୋକମାନେ ସର୍ବଦା ଆପଣଙ୍କୁ ତଳକୁ ଖସାଇଥା’ନ୍ତି କି ? ଆପଣଙ୍କର ସମ୍ପର୍କଗୁଡ଼ିକ ତୁଚ୍ଛ ଓ ଖାଲି ହୋଇଯାଉଛି କି ? ସମସ୍ତେ ଆପଣଙ୍କଠାରୁ ଫାଇଦା ଉଠାଇବା ପରି ଲାଗୁଛି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ କହିଲେ, "ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ ; ମୁଁ ଉତ୍ତମ ମେଷପାଳକ, ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ" (ଯୋହନ ୧୦:୧୧, ୧୪) |

ଏହି ଜୀବନ ପରେ କ’ଣ ହେବ ଆପଣ ଚିନ୍ତା କରୁଛନ୍ତି କି ? ଆପଣଙ୍କ ଜୀବନରେ କେବଳ ନଷ୍ଟ ଓ କଳଙ୍କି ଲଗା ଜିନିଷ ବ୍ୟବହାର କରି ଥକି ଗଲେଣି କି ? ଏହି ଜୀବନର କୌଣସି ଅର୍ଥ ଅଛି କି ନାହିଁ, ତାହା ପାଇଁ ଆପଣ ମଝିରେ ମଝିରେ ସନ୍ଦେହ କରୁଛନ୍ତି କି ? ଆପଣ, ଆପଣଙ୍କ ମୃତ୍ୟୁ ପରେ ମଧ୍ୟ ବଞ୍ଚିବାକୁ ଚାହୁଁଛନ୍ତି କି ? ଯଦି ତାହା, ତେବେ ଯୀଶୁ ହେଉଛନ୍ତି ମାର୍ଗ ! ଯୀଶୁ ତାଙ୍କୁ କହିଲେ, "ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ’ଠାରେ ବିଶ୍ବାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ ; ପୁଣି ଯେ କେହି ବଞ୍ଚେ ଓ ମୋ’ଠାରେ ବିଶ୍ବାସ କରେ, ସେ କଦାପି କେବେ ହେଁ ମରିବ ନାହିଁ" (ଯୋହନ ୧୧:୨୫ – ୨୬) |

ମାର୍ଗ କ’ଣ ଅତେ ? ସତ୍ୟ କ’ଣ ଅଟେ ? ଜୀବନ କ’ଣ ଅଟେ ? ଯୀଶୁ ତାଙ୍କୁ କହିଲେ "ମୁଁ ପଥ, ସତ୍ୟ ଓ ଜୀବନ; ମୋ’ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ" (ଯୋହନ ୧୪:୬) |

ଯେଉଁ ଭୋକ ଆପଣ ଅନୁଭବ କରୁଛନ୍ତି ତାହା ହେଉଛି ଗୋଟିଏ ଆତ୍ମିକ ଭୋକ ଏବଂ ତାହା କେବଳ ଯୀଶୁଙ୍କ ଦ୍ବାରା ହିଁ ପୂର୍ଣ ହୋଇପାରିବ | ଯୀଶୁ ହେଉଛନ୍ତି କେବଳ ଜଣେ ମାତ୍ର ଯିଏ ଅନ୍ଧକାରକୁ ଦୂର କରିପାରିବେ | ଗୋଟିଏ ସନ୍ତୋଷଜନକ ଜୀବନର, ଯୀଶୁ ହେଉଛନ୍ତି ଦ୍ବାର | ଯୀଶୁ ହେଉଛନ୍ତି ବନ୍ଧୁ ଓ ମେଷପାଳକ ଯାହାଙ୍କୁ ଆପଣ ଖୋଜୁଥିଲେ | ଯୀଶୁ ହେଉଛନ୍ତି ଜୀବନ – ଏହି ବିଶ୍ବର ଏବଂ ତାହା ପରର ମଧ୍ୟ | ଯୀଶୁ ହେଉଛନ୍ତି ପରିତ୍ରାଣର ମାର୍ଗ |

ଆପଣ ଭୋକିଲା ଅନୁଭବ କରୁଥିବାର କାରଣ, ଆପଣ ଅନ୍ଧାରରେ ହଜିଯିବା ପରି ଅନୁଭବ କରୁଥିବାର କାରଣ, ଆପଣ ଜୀବନର ଅର୍ଥ ପାଉନଥିବାର କାରଣ, ହେଉଛି ଯେ ଆପଣ ଈଶ୍ବରଙ୍କଠାରୁ ଅଲଗା ହୋଇଯାଇଛନ୍ତି | ବାଇବଲ ଆମକୁ କୁହେ ଯେ ଆମେ ସମସ୍ତେ ପାପ କରିଛେ, ଏବଂ ସେଥିପାଇଁ ଈଶ୍ବରଙ୍କଠାରୁ ଅଲଗା ହୋଇଛେ (ଉପଦେଶକ ୭:୨୦; ରୋମୀୟ ୩:୨୩) | ଆପଣ ଆପଣଙ୍କ ହୃଦୟରେ ଯେଉଁ ଶୁନ୍ୟତା ଅନୁଭବ କରୁଛନ୍ତି ତାହାର କାରଣ ହେଉଛି ଯେ, ଈଶ୍ବର ଆପଣଙ୍କ ଜୀବନରୁ ହଜି ଯାଇଛନ୍ତି | ଆମେ ଈଶ୍ବରଙ୍କ ସହିତ ଏକ ମଧୁର ସମ୍ପର୍କ ରଖିବା ପାଇଁ ସୃଷ୍ଟି ହୋଇଛେ | ଆମର ପାପ କାରଣରୁ ଆମେ ସେହି ସମ୍ପର୍କଠାରୁ ଦୁରେଇ ଯାଇଛେ | ଆହୁରି ମଧ୍ୟ ଦୁର୍ଭାଗ୍ୟର କଥା ଯେ, ଈଶ୍ବରଙ୍କଠାରୁ ସଦାସର୍ବଦା, ଏହି ଜୀବନରେ ଓ ପରବର୍ତ୍ତୀ ଜୀବନରେ ମଧ୍ୟ, ଦୁରେଇ ଯିବା ପାଇଁ ଆମର ପାପ ହିଁ କାରଣ ହେବ (ରୋମୀୟ ୬:୨୩; ଯୋହନ ୩:୩୬) |

ଏହି ସମସ୍ୟାର ସମାଧାନ କିପରି ହେବ ? ଯୀଶୁ ହିଁ ମାର୍ଗ | ଯୀଶୁ ଆମର ପାପକୁ ତାଙ୍କ ଉପରେ ନେଇଯାଇଥିଲେ (୨ କରିନ୍ଥୀୟ ୫:୨୧) | ଆମେ ପାଇବା ଯୋଗ୍ୟ ଦଣ୍ଡକୁ ନିଜ ଉପରେ ନେଇ, ଯୀଶୁ ଆମ ନିମନ୍ତେ ମୃତ୍ୟୁଭୋଗ କଲେ (ରୋମୀୟ ୫:୮) | ତିନିଦିନ ପରେ, ପାପ ଓ ମୃତ୍ୟୁ ଉପରେ ତାଙ୍କର ବିଜୟକୁ ପ୍ରମାଣିତ କରି, ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ (ରୋମୀୟ ୬:୪ – ୫) | ସେ ଏପରି କାହିଁକି କଲେ ? ଏହାର ଉତ୍ତର ଯୀଶୁ ନିଜେ ହିଁ ଦେଇଛନ୍ତି, "ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ (ଯୋହନ ୧୫:୧୩) | ଆମେ ବଞ୍ଚିବା, ସେଥିପାଇଁ ଯୀଶୁ ମୃତ୍ୟୁବରଣ କଲେ | ଯଦି ଆମେ ଯୀଶୁଙ୍କଠାରେ ଆମ ବିଶ୍ବାସ ସ୍ଥାପନ କରିବା, ଆମ ପାପର ପାଉଣା ପରିଶୋଧ ନିମନ୍ତେ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିବା, ତେବେ ଆମର ସମସ୍ତ ପାପର କ୍ଷମା ମିଳିଯିବ ଓ ସେସବୁ ଧୋଇ ହୋଇଯିବ | ତାହାପରେ ଯାଇ ଆମ ଆତ୍ମିକ ଭୋକକୁ ସନ୍ତୁଷ୍ଟି ମିଳିବ | ସମସ୍ତ ଆଲୋକ ପ୍ରଜ୍ବଳିତ ହୋଇଉଠିବ | ଆମେ ଏକ ପରିପୂର୍ଣ ଜୀବନ ପାଇବାରେ ସକ୍ଷମ ହୋଇପାରିବା | ଆମେ ଆମର ପ୍ରକୃତ ବନ୍ଧୁ ଓ ମେଷପାଳକଙ୍କୁ ଜାଣି ପାରିବା | ଆମେ ଜାଣି ପାରିବା ଯେ, ଆମେ ମୃତ୍ୟୁ ପରେ ଗୋଟିଏ ଜୀବନ ପାଇପାରିବା ବୋଲି – ଅନନ୍ତ କାଳ ପର୍ଯ୍ୟନ୍ତ ଯୀଶୁଙ୍କ ସହିତ ଏକ ପୁନରୁତ୍ଥିତ ଜୀବନ |

"କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ବିତୀୟ ପୁତ୍ରକୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ବାସ କରେ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ" (ଯୋହନ ୩:୧୬) |

ଏଠାରେ ଆପଣ ଯାହା ପଢିଲେ ସେହି କାରଣରୁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ନିଷ୍ପତ୍ତି ନେଲେ କି ? ଦୟାକରି ନିମ୍ନରେ ଥିବା "ମୁଁ ଆଜି ଖ୍ରୀଷ୍ଟଙ୍କୁ ଗ୍ରହଣ କଲି" ବୋତାମକୁ କ୍ଲିକ୍ କରନ୍ତୁ